ତୁ କି ପରଦେଶୀ ନିଜ ଦେଶେ [Tu Ki Paradesi Nija Deshe] lyrics
Songs
2025-06-11 11:26:37
ତୁ କି ପରଦେଶୀ ନିଜ ଦେଶେ [Tu Ki Paradesi Nija Deshe] lyrics
ତୁ କି ପରଦେଶୀ ନିଜ ଦେଶେ
ତୁ କି ପରଦେଶୀ ନିଜ ଦେଶେ
ଅଭିମାନେ ନିଜେ ଭୁଲି ନିଜ ବାସ
ଯାଉ ଦୂର ହେଉ ପର ଦେଶେ
ତୁ କି ପରଦେଶୀ ନିଜ ଦେଶେ
ଯେ ଥିଲା ରେ ତୋର ସେ ହେଲା କି ପର
ଯେ ଥିଲା ରେ ତୋର ସେ ହେଲା କି ପର
ଘର ସେଜି କାହାକୁ ତୁ କରିବୁ ନିଜର
ଘର ସେଜି କାହାକୁ ତୁ କରିବୁ ନିଜର
ସାହାରା ପାଇଁ ଯାଉ ରେ ପଥିକ
ଆଉ ଅଧ କାହିଁ ନାହିଁ ଦେଶେ
ତୁ କି ପରଦେଶୀ ନିଜ ଦେଶେ
କପାଳେ ତ ଥିଲା ଲେଖା ଅଜଣା ବାଟେ
ବାଟୋଇ ତୁ ହେବୁ କି ରେ ଚାଲି ଅବାଟେ
କପାଳେ ତ ଥିଲା ଲେଖା ଅଜଣା ବାଟେ
ବାଟୋଇ ତୁ ହେବୁ କି ରେ ଚାଲି ଅବାଟେ
ହଜିଲା ସେ ଦିନ କଥା ହଜି କି ଗଲା ଦେଶେ
ପରଦେଶୀ ନିଜ ଦେଶେ
ତୁ କି ପରଦେଶୀ ନିଜ ଦେଶେ
ତୁ କି ପରଦେଶୀ
- Artist:Pranab Pattnaik
- Album:Sri Lokanath (1960)