ଆ' ଜହ୍ନମାମୁଁ ଶରଦଶଶୀ [Aa Janha Mamun Sarada Sashi] [Transliteration]

Songs   2026-01-11 11:31:34

ଆ' ଜହ୍ନମାମୁଁ ଶରଦଶଶୀ [Aa Janha Mamun Sarada Sashi] [Transliteration]

ଆ' ଜହ୍ନମାମୁଁ ଶରଦଶଶୀ

ମୋ' କାହ୍ନୁ ହାତରେ ପଡ଼ରେ ଖସି

ଆ' ଜହ୍ନମାମୁଁ ଶରଦଶଶୀ

ମୋ' କାହ୍ନୁ ହାତରେ ପଡ଼ରେ ଖସି

ଆ' ଜହ୍ନମାମୁଁ ଶରଦଶଶୀ

ଆଖିରୁ ତା'ର ଝରିଲେ ଲୁହ

ପରାଣେ ଝରେ ମୋ' ଲହୁ

ବୁକୁଫଟା ତା' ଅଝଟପଣ

କେମିତି କହ ତୁ ସହୁ

ଆଖିରୁ ତା'ର ଝରିଲେ ଲୁହ

ପରାଣେ ଝରେ ମୋ' ଲହୁ

ବୁକୁଫଟା ତା' ଅଝଟପଣ

କେମିତି କହ ତୁ ସହୁ

ଛୁଇଁ ଯା' ଟିକେ ପାପୁଲି ତାର

ଦେଖି ସେ ହଉରେ ଖୁସି

ଆ ଜହ୍ନମାମୁଁ ଶରଦଶଶୀ

ମୋ' କାହ୍ନୁ ହାତରେ ପଡ଼ରେ ଖସି

ଆ' ଜହ୍ନମାମୁଁ ଶରଦଶଶୀ

ତୋ ଭଳିକା ସୁନ୍ଦର ମୁହଁ

ଭୁଲାଇ ପାରୁନି ତୋତେ

ଭାଳି ଭାଳିରେ ପାଇଛି ତାକୁ

ଜଳାନା ଆଉ ତୁ ମୋତେ

ତୋ ଭଳିକା ସୁନ୍ଦର ମୁହଁ

ଭୁଲାଇ ପାରୁନି ତୋତେ

ଭାଳି ଭାଳିରେ ପାଇଛି ତାକୁ

ଜଳାନା ଆଉ ତୁ ମୋତେ

ତା ମନ ବୁଝି ଦେ ବୁଝାଇ

ସରଗୁ ଓହ୍ଲାଇ ଆସି

ଆ ଜହ୍ନମାମୁଁ ଶରଦଶଶୀ

ମୋ' କାହ୍ନୁ ହାତରେ ପଡ଼ରେ ଖସି

ଆ' ଜହ୍ନମାମୁଁ ଶରଦଶଶୀ

Nirmala Mishra more
  • country:India
  • Languages:Odia
  • Genre:
  • Official site:
  • Wiki:https://en.wikipedia.org/wiki/Nirmala_Mishra
Nirmala Mishra Lyrics more
Nirmala Mishra Featuring Lyrics more
Nirmala Mishra Also Performed Pyrics more
Excellent Songs recommendation
Popular Songs
Artists
Songs