ଆଇନା [Aaina] [English translation]

Songs   2025-12-05 18:07:04

ଆଇନା [Aaina] [English translation]

ଆଇନା ଆଗରେ ତୋ' ପ୍ରତିଛବି ରଖି ମୁଁ

କାହିଁକି ଭାବେ ଏତେ କହି ପାରିବୁ କି ତୁ?

ଆଇନା ଆଗରେ ତୋ' ପ୍ରତିଛବି ରଖି ମୁଁ

କାହିଁକି ଭାବେ ଏତେ କହି ପାରିବୁ କି ତୁ?

ରାତିରାତି ଚେଇଁ ଆଖି , ଚାହିଁ ରହିଛି ଏ ସାଥି

ବରଗଛ ଛାଇ ତଳେ ଆସି ଛୁଇଁଦବୁ କେବେ ଆସି

କହିବି ନା ନକହିବି , କହିବି ନକହିବି ରହି ହଉନାହିଁ

ନୂଆ ନୂଆ ପ୍ରେମରେ ପଡ଼ିଛି ମୁଁ ମୁରୁକି ମୁରୁକି କାଇଁ ହସେ

ଚାଲୁଚାଲୁ ଏବେ ଝୁଣ୍ଟି ପଡ଼ୁଛି ତୋ' ମୁହଁ ସବୁଠି ଦିଶେ

ନୂଆ ନୂଆ ପ୍ରେମରେ ପଡ଼ିଛି ମୁଁ ମୁରୁକି ମୁରୁକି କାଇଁ ହସେ

ଚାଲୁଚାଲୁ ଏବେ ଝୁଣ୍ଟି ପଡ଼ୁଛି ତୋ' ମୁହଁ ସବୁଠି ଦିଶେ

ତୋ' ଗାଁ ମନ୍ଦିରରେ ଲୁଚି ବସିଥିବି ମୁଁ

ସାଙ୍ଗ ସାଥେ ଗପିଗପି ଯେବେ ଆସିଥିବୁ ତୁ

ଭାବେ ମୁଁ ଯିବି କି, କହିବି ନକହିବି ରହି ହଉନାହିଁ

ପୁନେଇ ଜହ୍ନ ଆଲୁଅ ପଡ଼ିବ ପଡ଼ିବ ହଉଥିଲା ସେ ରାତି

ମୁଁ ଯାଇଥିଲି ପ୍ରିୟା ପାଖକୁ ମୋ କଥା କହିବାକୁ ଏମିତି

ପୁନେଇ ଜହ୍ନ ଆଲୁଅ ପଡ଼ିବ ପଡ଼ିବ ହଉଥିଲା ସେ ରାତି

ମୁଁ ଯାଇଥିଲି ପ୍ରିୟା ପାଖକୁ ମୋ କଥା କହିବାକୁ ଏମିତି

ଟିକିଲି ନାଇଲା ବେଳେ ଆଇନା ପଛେ ଦେଖେ

ଭାବିଲି ଭାବୁଛି ହେଲେ ମୁଁ କି ଜାଣେ ତୋ' ସାଥେ

ଆସିଛୁ ନା ନଆସିଛୁ , ଏମିତି ଭାବୁଭାବୁ କହିଦେଲୁ ତୁ

ଭଲପାଏ ତୋତେ ମୁଁ ହଁ ଭଲପାଏ ତୋତେ ମୁଁ

ତୋ' ବିନା କାହାକୁ ବି ଦେଖି ପାରେନାହିଁ ମୁଁ

Humane Sagar more
  • country:India
  • Languages:Odia
  • Genre:Pop, Soundtrack
  • Official site:
  • Wiki:https://en.m.wikipedia.org/wiki/Humane_Sagar
Humane Sagar Lyrics more
Humane Sagar Featuring Lyrics more
Excellent Songs recommendation
Popular Songs
Artists
Songs