ଆଖିରେ ତୁମର [Aakhire Tumara] lyrics
Songs
2026-01-16 17:28:01
ଆଖିରେ ତୁମର [Aakhire Tumara] lyrics
ଆଖିରେ ତୁମର, ଅନେକ ଆକୁଳ , ଅକୁହା କଥାର ସୁଅ
ଆଖିରେ ତୁମର, ଅନେକ ଆକୁଳ , ଅକୁହା କଥାର ସୁଅ
ମନରେ ତୁମର, ରୁଦ୍ଧ-ଶ୍ଵାସର, ମନରେ ତୁମର, ରୁଦ୍ଧ-ଶ୍ଵାସର
ଅଗଣିତ ଅବରୋହ
ଆଖିରେ ତୁମର, ଅନେକ ଆକୁଳ , ଅକୁହା କଥାର ସୁଅ
ଆଖିରେ ତୁମର, ଅନେକ ଆକୁଳ , ଅକୁହା କଥାର ସୁଅ
ଅନେକ କଳ୍ପନା, ବିଚିତ୍ର ଜଳ୍ପନା, ନାଚୁଥାଏ ଭାବନାରେ, ଭାବନାରେ
ଅନେକ କଳ୍ପନା, ବିଚିତ୍ର ଜଳ୍ପନା, ନାଚୁଥାଏ ଭାବନାରେ, ଭାବନାରେ
ନିମିଷେ, ନିମିଷେ, ଯାଉଥାଏ ଛୁଇଁ, ନିମିଷେ, ନିମିଷେ, ଯାଉଥାଏ ଛୁଇଁ
ପ୍ରାଣ ଭରି ପୁଲକରେ
ଆଖିରେ ତୁମର, ଅନେକ ଆକୁଳ , ଅକୁହା କଥାର ସୁଅ
ଆଖିରେ ତୁମର, ଅନେକ ଆକୁଳ , ଅକୁହା କଥାର ସୁଅ
ପାଇ ଅଛି ଯାହା, ଦୁର୍ଲଭ ଦରବ,ମାଧବ କରୁଣା ବଳେ , ତା ବଳେ
ପାଇ ଅଛି ଯାହା, ଦୁର୍ଲଭ ଦରବ,ମାଧବ କରୁଣା ବଳେ , ତା ବଳେ
ତୁମେ ସବୁଠାରୁ ଦୁର୍ଲଭ ତମ, ତୁମେ ସବୁଠାରୁ ଦୁର୍ଲଭ ତମ
ନାହିଁ ଅର୍ଥ ସନ୍ଦେହରେ
ଆଖିରେ ତୁମର, ଅନେକ ଆକୁଳ , ଅକୁହା କଥାର ସୁଅ
ଆଖିରେ ତୁମର, ଅନେକ ଆକୁଳ , ଅକୁହା କଥାର ସୁଅ
- Artist:Humane Sagar