ବାଟୋଇ ରେ ବାଟୋଇ [Batoi re Batoi] [English translation]
Songs
2026-01-19 03:07:17
ବାଟୋଇ ରେ ବାଟୋଇ [Batoi re Batoi] [English translation]
ଏମିତି ଏ ଜୀବନଟା, କେବେ ଫୁଲ କେବେ କଣ୍ଟା
ଏମିତି ଏ ଜୀବନଟା, କେବେ ଫୁଲ କେବେ କଣ୍ଟା
ଡରିବାର କିଛି ନାହିଁ, ବାଟୋଇ ରେ ବାଟୋଇ, ବାଟୋଇ ରେ ବାଟୋଇ
ବାଟୋଇ ରେ ବାଟୋଇ, ବାଟୋଇ ରେ ବାଟୋଇ
ଆଜି ଯିଏ ଦେଖା ହୁଏ, କାଲି ମୁହଁ ମୋଡ଼ି ଦିଏ
ଆଜି ଯିଏ ଦେଖା ହୁଏ, କାଲି ମୁହଁ ମୋଡ଼ି ଦିଏ
ନୂଆ କଥା କିଛି ନାହିଁ , ବାଟୋଇ ରେ ବାଟୋଇ, ବାଟୋଇ ରେ ବାଟୋଇ
ବାଟୋଇ ରେ ବାଟୋଇ, ବାଟୋଇ ରେ ବାଟୋଇ
ମନର ମୁକୁତା ଛୁଇଁ, ଯଦି ଚାଲିଯାଏ କେହି
କାରଣ ଏ ମନ କହେ, ସିଏ ମୋ ପାଇଁ
ମନ ପରି କେହି ନାହିଁ, ବୁଝେଇଲେ ବୁଝେନାହିଁ
ଆଜି ଯିଏ ଚିହ୍ନା ହୁଏ,କାଲି ସେ ନାହିଁ
ଖୋଜିବୁନି ପଛଦିନ, ଲିଭିଯିବ ସବୁ ଚିହ୍ନ
ଖୋଜିବୁନି ପଛଦିନ, ଲିଭିଯିବ ସବୁ ଚିହ୍ନ
ଖୋଜିଲେ ମିଳିବ ନାହିଁ,ବାଟୋଇ ରେ ବାଟୋଇ, ବାଟୋଇ ରେ ବାଟୋଇ
ବାଟୋଇ ରେ ବାଟୋଇ, ବାଟୋଇ ରେ ବାଟୋଇ
- Artist:Kumar Sanu