ଭଜୁ କିନା ରାମ ନାମ [Bhajuki na Rama Nama] lyrics
Songs
2026-01-15 08:30:14
ଭଜୁ କିନା ରାମ ନାମ [Bhajuki na Rama Nama] lyrics
ଭଜୁ କିନା ରାମ ନାମ, ରେ କୁମର
ଭଜୁ କିନା ରାମ ନାମ
ଭଜି ନପାରିଲେ କୁଳ ଚନ୍ଦ୍ରମାରେ
ବାନ୍ଧି ନେବ କାଳଯମ ରେ କୁମର
ବାନ୍ଧି ନେବ କାଳଯମ
ସେହି କାଳଯମ ବଡ଼ ଦାରୁଣ ରେ
ନଜାଣଇ ଦୁଃଖସୁଖ
ବାଛିନେବେ କଞ୍ଚା ରଖିବ ପାଚିଲା
ବାଛିନେବେ କଞ୍ଚା ରଖିବ ପାଚିଲା
ଦେବଟି ଦାରୁଣ ଦୁଃଖ
ଦେବଟି ଦାରୁଣ ଦୁଃଖ
- Artist:Bhikari Charan Bala