ଭଲ ପାଏ ତୋତେ ମୁଁ ଏମିତି [Bhala pae tote mun emiti] lyrics

Songs   2024-07-05 19:19:58

ଭଲ ପାଏ ତୋତେ ମୁଁ ଏମିତି [Bhala pae tote mun emiti] lyrics

ଭଲ ପାଏ ତୋତେ ମୁଁ ଏମିତି

ମରୁଭୂଇଁ ମେଘ ଖୋଜେ ଯେମିତି

ଭଲ ପାଏ ତୋତେ ମୁଁ ଏମିତି

ମରୁଭୂଇଁ ମେଘ ଖୋଜେ ଯେମିତି

ତୁ ମୋର ପ୍ରେମର ପ୍ରଥମ ଅତିଥି

ତୁ ମୋର ପ୍ରେମର ପ୍ରଥମ ଅତିଥି

କସ୍ତୁରୀର ତୁ ଚୋରା ଚଇତି

ଖୋଜେ ସାଥି ତୋ ପରସ ନିଈତି

ତୁ ମୋର ପ୍ରେମର ପ୍ରଥମ ଅତିଥି

ତୁ ମୋର ପ୍ରେମର ପ୍ରଥମ ଅତିଥି

ତୋ ସାଥିରେ ମିଶି ଭୁଲିଛି ମୁଁ ନିଜକୁ

ଏତେ ମିଠା ଏଇ ପ୍ରେମରେ

ଭାବୁଛି ମୁଁ କାଇଁ ପ୍ରଥମରୁ ଥରଟେ

ଭେଟିଲିନି ତୋ ସାଥିରେ

ତୋ ସାଥିରେ ମିଶି ଭୁଲିଛି ମୁଁ ନିଜକୁ

ଏତେ ମିଠା ଏଇ ପ୍ରେମରେ

ଭାବୁଛି ମୁଁ କାଇଁ ପ୍ରଥମରୁ ଥରଟେ

ଭେଟିଲିନି ତୋ ସାଥିରେ

ହୃଦୟରେ ନେଲି ତୋତେ ସାଇତି

ଆସିଲୁ ତ ଫେରିବୁନି ଯେମିତି

ତୁ ମୋର ପ୍ରେମର ପ୍ରଥମ ଅତିଥି

ତୁ ମୋର ପ୍ରେମର ପ୍ରଥମ ଅତିଥି

ଯେତେ ଦୂରେ ଥିଲେ, ଭୁଲି କେବେ ହବନି

ତୋ ସହ ଯେତେ ସମୟ

ଭଲ ତୋତେ ପାଏ ଭଲ ପାଉଥିବି ମୁଁ

ଦେଇଛିରେ ତୋତେ ହୃଦୟ

ତୁ ଯୋଉଠି ମୁଁ ଥିବି ସେଇଠି

ଅସୁଥିବି ସବୁ ଜନ୍ମେ ଲେଉଟି

ତୁ ମୋର ପ୍ରେମର ପ୍ରଥମ ଅତିଥି

ତୁ ମୋର ପ୍ରେମର ପ୍ରଥମ ଅତିଥି

ଭଲ ପାଏ ତୋତେ ମୁଁ ଏମିତି

ମରୁଭୂଇଁ ମେଘ ଖୋଜେ ଯେମିତି

ଭଲ ପାଏ ତୋତେ ମୁଁ ଏମିତି

ମରୁଭୂଇଁ ମେଘ ଖୋଜେ ଯେମିତି

ତୁ ମୋର ପ୍ରେମର ପ୍ରଥମ ଅତିଥି

ତୁ ମୋର ପ୍ରେମର ପ୍ରଥମ ଅତିଥି

Aseema Panda more
  • country:India
  • Languages:Odia, English
  • Genre:
  • Official site:https://www.instagram.com/aseema_panda/
  • Wiki:
Aseema Panda Lyrics more
Aseema Panda Featuring Lyrics more
Excellent Songs recommendation
Popular Songs
Artists
Songs