ଚାହେଁନା ଚାହେଁନା [Chahein'na Chahein'na] [English translation]
Songs
2026-01-11 17:10:50
ଚାହେଁନା ଚାହେଁନା [Chahein'na Chahein'na] [English translation]
ଚାହେଁନା ଚାହେଁନା, ମିଛ ଏ ବନ୍ଧନ ଚାହେଁନା
ମିଛ ଏ ବନ୍ଧନ ଚାହେଁନା
ନୂଆ ମନ ଭାଙ୍ଗି ଦୂରେ ଯାଅନା
ମିଛ ଏ ବନ୍ଧନ ଚାହେଁନା
ମିଛ ଏ ବନ୍ଧନ ଚାହେଁନା
ଭାସି ବୁଲି ଏକା ଆକାଶ ମେଘେ
ନିଜ ଲାଗି ଗୀତ ଗାଏ ସରଗେ
ନିଜ ଲାଗି ଗୀତ ଗାଏ ସରଗେ
କାହା ମନ ଜଗି ଗୀତ ଗାଏନା
ମିଛ ଏ ବନ୍ଧନ ଚାହେଁନା
ଏଇ ସେ ସାଗର, ଏଇ ବନି ବେଳା
ଏଠି ଥିଲା ମୋର କେତେ ମିଛ ବାଲି ଖେଳା
ସେତିକି ଲହରୀ ସେଇ ବାଲିଘର
ଭାଙ୍ଗିଦେଲୁ ଉଜାଡ଼ି ଆମ ହସିଲା ସଂସାର
ମନେ କି ଗୋଡ଼ ତୁମ ପଡ଼େନା (ମୋର ଅନୁମାନ)
ମିଛ ଏ ବନ୍ଧନ ଚାହେଁନା
ଭାସିଯିବ ଯିବ ଯିବି ମୁଁ ସାଥେ
ଯିବା ଚାଲ ଦିହେଁ ନୂଆ ଜଗତେ
ଯିବା ଚାଲ ଦିହେଁ ନୂଆ ଜଗତେ
ସଖି ସାଗରର ନାହିଁ ଗୋ ଭାବନା
ମିଛ ଏ ବନ୍ଧନ ଚାହେଁନା
ମିଛ ଏ ବନ୍ଧନ ଚାହେଁନା
- Artist:Nirmala Mishra