ଏ ରାତି [E rati]

Songs   2024-07-05 19:28:38

ଏ ରାତି [E rati]

ଏ ରାତି ସାକ୍ଷୀ ଏ, ପ୍ରେମର ପ୍ରିୟତମାରେ

ତୋ ଦେହ ବାସ୍ନାରେ ଏ କେଉଁ ତୃଷ୍ନା ଆଣେ ରେ

ଭିଜାଭିଜା ଦେହରେ ତୋର, ଖୋଜୁଥାଏ ହଜାରେ ଥର

ତୋ ସାଥିରେ ଜଳିଯାଏ ମୁଁ, ତୋ ଦେହର ଫୁଲ ବନରେ

ହାରିଯାଏ ମୁଁ, ସରିଯାଏ ମୁଁ, ତୋ ବନ୍ଧନରେ

ଏ ରାତି ସାକ୍ଷୀ ଏ, ପ୍ରେମର ପ୍ରିୟତମାରେ

ତୋ ଦେହ ବାସ୍ନାରେ ଏ କେଉଁ ତୃଷ୍ନା ଆଣେ ରେ

ତରଳେ ଏ ଦେହ ତୋର, ତରଳେ ଏ ମନ , ତୁ କି ଜାଣୁନା

କାହିଁକି ରହୁଛୁ ଦୂରଦୂରେ ସାଥି, ତୁ କି ଜାଣୁନା

ନିଜକୁ ନିଜଠୁ ଲାଗୁଛି ଅଲଗା, ତୋ ସ୍ପର୍ଶରେ

ଫୁଲରୁ ଆଜି ତା ଛୁଟୁଛି ମହକ, ନୂଆ ସ୍ଵପ୍ନରେ

ଯାଉ ଏ ଭାଙ୍ଗି ଲାଜାର ଘର, ହେଇଜା ଆଜି ନିଜର ମୋର

ଏତେ ପାଖରେ ନିଆଁ ସାଥିରେ, ଡର ଲାଗେ ରେ

ହାରିଯାଏ ମୁଁ, ସରିଯାଏ ମୁଁ, ତୋ ପ୍ରୀତିରେ

ଏ ରାତି ସାକ୍ଷୀ ଏ, ପ୍ରେମର ପ୍ରିୟତମାରେ

ତୋ ଦେହ ବାସ୍ନାରେ ଏ କେଉଁ ତୃଷ୍ନା ଆଣେ ରେ

Satyajeet Pradhan more
  • country:
  • Languages:Odia
  • Genre:
  • Official site:
  • Wiki:
Satyajeet Pradhan Lyrics more
Satyajeet Pradhan Featuring Lyrics more
Excellent Songs recommendation
Popular Songs
Artists
Songs