ଏଇ ବୋଧେ ପ୍ରେମ [Ei Bodhe Prema] [Transliteration]

Songs   2024-07-05 18:53:23

ଏଇ ବୋଧେ ପ୍ରେମ [Ei Bodhe Prema] [Transliteration]

ଆଖିରୁ କଜଳ ଲିଭିଗଲା ପରେ, କଥା କହୁ ବେଶୀ କାହିଁ ତୁ ଆଖିରେ

ଆଖିରୁ କଜଳ ଲିଭିଗଲା ପରେ, କଥା କହୁ ବେଶୀ କାହିଁ ତୁ ଆଖିରେ

ଓଠରୁ ଗୋଲାପୀ ସରିଗଲା ପରେ, ଲାଗେ ଲୁଚିଛି ସୁରୁଜ ଆଜି ବାଦଲରେ

ଆଖିରେ ଅଛି ଖାଲି ତୁମ ଛବି, ଆଖିରେ ଅଛି ଖାଲି ତୁମ ଛବି

ନାଁ ଅଛି ଓଠେ ତୁମରି

ଏଇ ବୋଧେ ପ୍ରେମ, ଏଇ ବୋଧେ ପ୍ରେମ

ଏଇ ବୋଧେ ପ୍ରେମ, ଏଇ ବୋଧେ ପ୍ରେମ

ଆସିଥିଲି ସେ ରାତି, ଭେଟିବାକୁ ତୁମକୁ

ଦେଖା ହେଲାନାହିଁ କାହିଁ ସେ ରାତି ତୁମେ ପଚାରିବ ନିଜକୁ

ଆସିଥିଲି ସେ ରାତି, ଭେଟିବାକୁ ତୁମକୁ

ଦେଖା ହେଲାନାହିଁ କାହିଁ ସେ ରାତି ତୁମେ ପଚାରିବ ନିଜକୁ

ଯଦି ଜହ୍ନରାତିରେ ଦେଖା ହୁଏ, ଯଦି ଜହ୍ନରାତିରେ ଦେଖା ହୁଏ

ସେ ଜହ୍ନ ବି ଉପରୁ ଇର୍ଷା କରେ

ଏଇ ବୋଧେ ପ୍ରେମ, ଏଇ ବୋଧେ ପ୍ରେମ

ଏଇ ବୋଧେ ପ୍ରେମ, ଏଇ ବୋଧେ ପ୍ରେମ

ଥିରିଥିରି ପଛେ ଆସି, ଚମକେଇ ଦେଇଯାଏ

ହେଲେ ଆସି ଆଗେ କେବେ କଥା ହେଇଗଲେ, ଲାଜରେ ମୁରୁକି ହସେ

ଥିରିଥିରି ପଛେ ଆସି, ଚମକେଇ ଦେଇଯାଏ

ହେଲେ ଆସି ଆଗେ କେବେ କଥା ହେଇଗଲେ, ଲାଜରେ ମୁରୁକି ହସେ

ତମେ ମେଘ ପରି ଆସି ଛୁଇଁଦେଲେ, ତମେ ମେଘ ପରି ଆସି ଛୁଇଁଦେଲେ

ମୋ ମନର ମୟୂରୀ ନାଚି ଖେଳେ

ଏଇ ବୋଧେ ପ୍ରେମ, ଏଇ ବୋଧେ ପ୍ରେମ

ଏଇ ବୋଧେ ପ୍ରେମ, ଏଇ ବୋଧେ ପ୍ରେମ

Sandeep Panda more
  • country:
  • Languages:Odia
  • Genre:
  • Official site:
  • Wiki:
Sandeep Panda Lyrics more
Excellent Songs recommendation
Popular Songs
Artists
Songs