ଗଲାଣି ତ ଗଲା କଥା [Galani Ta Gala Katha] lyrics

Songs   2024-07-02 11:15:55

ଗଲାଣି ତ ଗଲା କଥା [Galani Ta Gala Katha] lyrics

ଗଲାଣି ତ ଗଲା କଥା, ରେ ସଙ୍ଗାତ, ଗଲାଣି ତ ଗଲା କଥା

ଗୁପତେ ସିନା ମୁଁ ତୋତେ ପଚାରିଲି, ବଳି ପଡ଼ିବାରୁ ବ୍ୟଥା |ଘୋଷା|

ଗଙ୍ଗାରୁ ବିଷଦ ଗହିର ତୋ ହୃଦ, ଗଣ୍ଠିଧନ ତୋର ସ୍ନେହ

ଗୋଡ଼ ଖସି ଖେଦ ହେବାର ଦରଦ, ଯିବାର ଉପାୟ କହ |୧|

ଗୋଳି ଦେଲା ମୋର ବାହାର ଭିତର, ସ୍ୱର ସେ ଅବା ଶର ସେ

ଗାତ୍ର ଗୋଟିଯାକ ପୁରିଲା ପୁଲକ ଶ୍ରବଣ ସୀମା ସ୍ପରଶେ |୨|

ଗମନକୁସୁମ ପରି ଏଥି ଶ୍ରମ ଫଳ ହୋଇବ କି କାଳ

ଗୋଳିଆ ନ ରଖି କହ ଚନ୍ଦମୁଖ ଗହଳି ନଥିବା ବେଳେ |୩| (ଏହି ପରିବେଷଣରେ ଏହି ଧାଡ଼ିଟି ନାହିଁ)

Shyamamani Pattanaik more
  • country:India
  • Languages:Odia
  • Genre:Religious
  • Official site:
  • Wiki:
Shyamamani Pattanaik Lyrics more
Shyamamani Pattanaik Also Performed Pyrics more
Excellent Songs recommendation
Popular Songs
Artists
Songs