ଯାଯାବର [Jajabara] [English translation]
Songs
2026-01-11 20:22:16
ଯାଯାବର [Jajabara] [English translation]
ଯାଯାବର, ମନ ମୋର
ସୀମାହୀନ ଆଶା ମୋର
ନୀତି ଗଢେ ନୀତି ଭାଙ୍ଗେ
ନୀତି ଗଢେ ନୀତି ଭାଙ୍ଗେ
ନୀତି ଗଢେ ନୀତି ଭାଙ୍ଗେ
ନୀତି ଗଢେ ନୀତି ଭାଙ୍ଗେ
ସ୍ୱପ୍ନର ବାଲିଘର
ଯାଯାବର
ଯାଯାବର, ମନ ମୋର
ଯାଯାବର, ମନ ମୋର
ମୁଁ ନିଜହରା ଆଲୋକର, ମୋ ଛାଇ ବନ୍ଧୁ ମୋର
ନୀତି ଲେଖେ, ନୀତି ଜାଳେ
ନୀତି ଲେଖେ, ନୀତି ଜାଳେ
ନୀତି ଲେଖେ, ନୀତି ଜାଳେ
ନୀତି ଲେଖେ, ନୀତି ଜାଳେ
ଗଳ୍ପ ମୋ ହୃଦୟର
ଯାଯାବର
ମୁ ପ୍ରେମିକ ଦିଗନ୍ତର, ମରୀଚିକା ପ୍ରିୟ ମୋର
ମୁଁ ପ୍ରେମିକ, ମରୀଚିକା ପ୍ରିୟ ମୋର
ଭଲ ପାଇ ଭୁଲି ଯାଏ
ଭଲ ପାଇ ଭୁଲି ଯାଏ
ଭଲ ପାଇ ଭୁଲି ଯାଏ
ଭଲ ପାଇ ଭୁଲି ଯାଏ
ନୀତିଦିନ ଖେଳ ମୋର
ଯାଯାବର....
- Artist:Akshaya Mohanty