କହିଲେ ତୁ ଖାଲି ଥରେ [Kahile Tu Khali Thare] [English translation]

Songs   2026-01-09 01:03:20

କହିଲେ ତୁ ଖାଲି ଥରେ [Kahile Tu Khali Thare] [English translation]

କହିଲେ ତୁ ଖାଲି ଥରେ,ଜୀବନ ବି ଦେଇପାରେ

ହସି ହସି ତୋରି ପାଇଁ

କହିଲେ ତୁ ଖାଲି ଥରେ,ଜୀବନ ବି ଦେଇପାରେ

ହସି ହସି ତୋରି ପାଇଁ

ତୋ ବିନା କିଛି ବି ଚାହୁଁନି ମୁଁ ଅଧିକା

ଜିଇଁବାକୁ ତୋ ସାଥେ ପାଇଗଲି ମଉକା

ହେଇ ତୋର ପରଛାଈ

କହିଲେ ତୁ ଖାଲି ଥରେ , ଜୀବନ ବି ଦେଇପାରେ

ହସି ହସି ତୋରି ପାଇଁ

କହିଲେ ତୁ ଖାଲି ଥରେ , ଜୀବନ ବି ଦେଇପାରେ

ହସି ହସି ତୋରି ପାଇଁ

ନିସର୍ତ୍ତରେ ଥରେ ମନ ଦେଲାପରେ

ଲାଗୁଛୁ ଭାରି ନିଜର

ସ୍ଥିର ପରି ନେଲେ ଚାଲି ବି ତୋ ସାଥେ

ବାଟ ହଉ ଯେତେ ବି ଦୂର

ରହିଛୁ ତୁ ଏଇ ମୋ ହୃଦୟରେ ଏମିତି

ସାମୁକାରେ ମୋତି ଟେ ସାରା ଦିନ ଯେମିତି

ଯତନରେ ଥାଏ ରହି

କହିଲେ ତୁ ଖାଲି ଥରେ , ଜୀବନ ବି ଦେଇପାରେ

ହସି ହସି ତୋରି ପାଇଁ

କହିଲେ ତୁ ଖାଲି ଥରେ , ଜୀବନ ବି ଦେଇପାରେ

ହସି ହସି ତୋରି ପାଇଁ

ଲାଜେ ଜୁଡ଼ୁବୁଡ଼ୁ ମୁଁ ହେଇଗଲିଣି

ଛୁଇଁଲୁ ମୋତେ ତୁ ବୋଲି

ଛଡ଼େଇଲେ ଯେତେ ବି ଜମା ଛାଡ଼ୁନି

ଏ କି ରଙ୍ଗ ଦେଲୁ ତୁ ବୋଳି

ଗଢିଦେବା ଆମେ ନୂଆ ଗୋଟେ ପୃଥିବୀ

ହସିଖେଳି ଜିଇଁବା ଗାଈ ପ୍ରେମ ପରବୀ

ଦୁନିଆଠୁ ଦୂର ହେଇ

କହିଲେ ତୁ ଖାଲି ଥରେ , ଜୀବନ ବି ଦେଇପାରେ

ହସି ହସି ତୋରି ପାଇଁ

କହିଲେ ତୁ ଖାଲି ଥରେ , ଜୀବନ ବି ଦେଇପାରେ

ହସି ହସି ତୋରି ପାଇଁ

Kuldeep Pattanayak more
  • country:India
  • Languages:Odia
  • Genre:
  • Official site:
  • Wiki:
Kuldeep Pattanayak Lyrics more
Kuldeep Pattanayak Featuring Lyrics more
Excellent Songs recommendation
Popular Songs
Artists
Songs