ପଡ଼ିଲି ବୋଧେ ତୋ ପ୍ରେମରେ [Padili bodhe to premare] lyrics

  2024-07-01 08:08:00

ପଡ଼ିଲି ବୋଧେ ତୋ ପ୍ରେମରେ [Padili bodhe to premare] lyrics

ଥରୁଟେ ଦେଖାରେ, ପଦୁଟେ କଥାରେ, କ'ଣ କଲୁ ତୁ

ଆଇନା କାଚରେ, ଦେଖିପାରୁନି ରେ, ନିଜକୁ ନିଜେ ମୁଁ

ମନରେ ତୋ ଚେହେରା, ଦିଏ ଖାଲି ପହରା , ଓଦା ହୁଏ ବିନା ମେଘରେ

ପଡ଼ିଲି ବୋଧେ ତୋ ପ୍ରେମରେ, ପଡ଼ିଲି ବୋଧେ ତୋ ପ୍ରେମରେ

ଆଗରୁ ଦେଖିଛି କେତେ କାହାକୁ, ନୁହେଁ କେହି ବି ତୋ ପରି

ଲାଗୁଛି ବୋଧେ ପ୍ରଥମ ଥର, ତୋ ପାଖରେ ଯିବି ମୁଁ ହାରି

ଅଳପ ଚିହ୍ନାରେ, ବେଶୀ ନିଜର, କାଇଁ ଲାଗୁଛୁ ତୁ ଭାରି

ତୋ ପାଇଁକି ଗଲି ସବୁ ମୁଁ ପାସରୀ

ପାଇ ତୋର ଇଶାରା , ସବୁ ଲାଗେ ନିଆଁରା, ହଜିଯାଏ ବିନା ଭିଡ଼ରେ

ପଡ଼ିଲି ବୋଧେ ତୋ ପ୍ରେମରେ, ପଡ଼ିଲି ବୋଧେ ତୋ ପ୍ରେମରେ

ପଡ଼ିଲି ବୋଧେ ତୋ ପ୍ରେମରେ, ପଡ଼ିଲି ବୋଧେ ତୋ ପ୍ରେମରେ

ପଡ଼ିଲି ବୋଧେ ତୋ ପ୍ରେମରେ, ପଡ଼ିଲି ବୋଧେ ତୋ ପ୍ରେମରେ

ପଡ଼ିଲି ବୋଧେ ତୋ ପ୍ରେମରେ, ପଡ଼ିଲି ବୋଧେ ତୋ ପ୍ରେମରେ

ସ୍ୱପ୍ନର ମେଳଣ, ମୋ ଆଖିରେ, ଆଜି ସମ୍ଭବ ତୋ ପାଇଁ

ଏଇ ସଂଯୋଗ, ନିଆଁଟାକୁ ଗୋ, ମନରେ ଦେଲା ଲଗେଇ

ହଜେଇ ନିଜକୁ, ତୋତେ ଖୋଜୁଛି ଆଜି ଏମିତି କହ କାଇଁ

ତୋ ପାଇଁ ମୁଁ ଯାଏ ମହୁରୀ ଗାଧେଇ

ନିଜ ସାଥେ ଗପୁଛି , ଟିକେ ଚାଲି ଝୁଁଟୁଛି, ଭୋକଶୋଷ ଭୁଲିଯାଏ ରେ

ପଡ଼ିଲି ବୋଧେ ତୋ ପ୍ରେମରେ, ପଡ଼ିଲି ବୋଧେ ତୋ ପ୍ରେମରେ

ପଡ଼ିଲି ବୋଧେ ତୋ ପ୍ରେମରେ, ପଡ଼ିଲି ବୋଧେ ତୋ ପ୍ରେମରେ

ପଡ଼ିଲି ବୋଧେ ତୋ ପ୍ରେମରେ, ପଡ଼ିଲି ବୋଧେ ତୋ ପ୍ରେମରେ

ପଡ଼ିଲି ବୋଧେ ତୋ ପ୍ରେମରେ, ପଡ଼ିଲି ବୋଧେ ତୋ ପ୍ରେମରେ

Aseema Panda more
  • country:India
  • Languages:Odia, English
  • Genre:
  • Official site:https://www.instagram.com/aseema_panda/
  • Wiki:
Aseema Panda Lyrics more
Aseema Panda Featuring Lyrics more
Excellent recommendation
Popular