ପ୍ରିୟା ମୋର ଏ କି କଲ [Priya mora a ki kala] lyrics
Songs
2024-11-29 09:31:22
ପ୍ରିୟା ମୋର ଏ କି କଲ [Priya mora a ki kala] lyrics
ପ୍ରିୟା ମୋର ଏ କି କଲ, ଭଲପାଇ ଭୁଲିଗଲ
ପ୍ରିୟା ମୋର ଏ କି କଲ, ଭଲପାଇ ଭୁଲିଗଲ
ମୋତେ ଭୁଲିଯାଅ ବୋଲି ତୁମେ ଆଜି ହସି କହିପାରିଲ
ଭୁଲିବାର ଯଦି ଥିଲା ତୁମ ମନେ, କାହିଁ ଭଲପାଇଲ
ପ୍ରିୟା ମୋର ଏ କି କଲ, ଭଲପାଇ ଭୁଲିଗଲ
ସ୍ମୃତି ନୁହେଁ ବାଲିଘର, ଭାସିଯିବ ଲହଡ଼ିରେ
ପ୍ରୀତି ନୁହେଁ ପିଳାଖେଳ, ତୁମେ ତାକୁ ଭାଙ୍ଗିଦେଲ
ପ୍ରିୟା ମୋର ଏ କି କଲ, ଭଲପାଇ ଭୁଲିଗଲ
ପ୍ରିୟା ମୋର ଏ କି କଲ, ଭଲପାଇ ଭୁଲିଗଲ
ଆଖିରେ ମୋ ଲୁହ ଭରି ଚାଲିଯାଅ ମୋତେ ଭୁଲି
ଲୁହ ମୋର ଝୁରି ଝୁରି ଡାକୁଛନ୍ତି ଆସ ଫେରି
ପ୍ରିୟା ମୋର ଏ କି କଲ, ଭଲପାଇ ଭୁଲିଗଲ
ମୋତେ ଭୁଲିଯାଅ ବୋଲି ତୁମେ ଆଜି ହସି କହିପାରିଲ
ଭୁଲିବାର ଯଦି ଥିଲା ତୁମ ମନେ, କାହିଁ ଭଲପାଇଲ
ପ୍ରିୟା ମୋର ଏ କି କଲ, ଭଲପାଇ ଭୁଲିଗଲ
- Artist:Akshaya Mohanty