ରଜାଝିଅ ସାଙ୍ଗେ ହେଇଗଲା ଭାବ [Rajajhia sange heigala bhaba] [Transliteration]

Songs   2024-10-04 19:29:39

ରଜାଝିଅ ସାଙ୍ଗେ ହେଇଗଲା ଭାବ [Rajajhia sange heigala bhaba] [Transliteration]

ହେଇଗଲା, ହେଇଗଲା, ହେଇଗଲା

ରଜା-ଝିଅ ସାଙ୍ଗେ ହେଇଗଲା ଭାବ

ଅଳପ ଦେଖାରେ, ଅଳପ ଲେଖାରେ, ଅଳପ କଥାରେ, ଅଳପ ହସରେ

ହେଇଗଲା, ହେଇଗଲା, ହେଇଗଲା

ରଜା-ଝିଅ ସାଙ୍ଗେ ହେଇଗଲା ଭାବ

ରଜା-ଝିଅ ସାଙ୍ଗେ ହେଇଗଲା ଭାବ

ଭାବିଲେ ଏବେ ବି ଲାଗୁଛି ସପନ

କେମିତି ହଜିଲା କୋଉଠି ଏ ମନ

ସବୁ ଥାଇ ରହୁଥିଲା କୋଉଠି ଅଭାବ

ରଜା-ଝିଅ ସାଙ୍ଗେ ହେଇଗଲା ଭାବ

ରଜା-ଝିଅ ସାଙ୍ଗେ ହେଇଗଲା ଭାବ

ଯୋଉ ସପନକୁ ଦେଖିବାକୁ ଦିନେ, ଆଖିର ନଥିଲା ସାହାସ

ସତ କରିଦେଲ ସେଇ ସପନକୁ, ମାଟି ଛୁଏଁ ଆଜି ଆକାଶ

ନୁହେଁ ତା ଗୁଜବ, ନୁହେଁ ବି ଅଜବ

ତଥାପି ବି କେମିତି ହେଲା ଯେ ସମ୍ଭବ

ଧୀରେ ଧୀରେ ହେଇଗଲା ଗପ ଟି ଆରମ୍ଭ

ରଜା-ଝିଅ ସାଙ୍ଗେ ହେଇଗଲା ଭାବ

ରଜା-ଝିଅ ସାଙ୍ଗେ ହେଇଗଲା ଭାବ

ଆକାଶ ପୃଥିବୀ ଅଲଗା ହେଲେ ବି, ଦୁହିଁଙ୍କୁ ମିଶାଏ ବରଷା

ଦୁଇଟି ହୃଦୟ ଅଲଗା ଥିଲେ ବି, ଦୁହେଁଙ୍କ ମିଶାଏ ଭରସା

ପ୍ରେମରେ ପଡ଼ିଲେ ଏଇଆ ହୁଏ ତ , ମନଟା କାବୁରେ ରହେନା ଆଉ ତ

ବଦଳେ ଯେ ରଙ୍ଗଢ଼ଙ୍ଗ ହାବଭାବ

ରଜା-ଝିଅ ସାଙ୍ଗେ ହେଇଗଲା ଭାବ

ରଜା-ଝିଅ ସାଙ୍ଗେ ହେଇଗଲା ଭାବ

ରଜା-ଝିଅ ସାଙ୍ଗେ ହେଇଗଲା ଭାବ

Udit Narayan more
  • country:Nepal
  • Languages:Hindi, Odia, Malayalam, Kannada
  • Genre:
  • Official site:
  • Wiki:http://en.wikipedia.org/wiki/Udit_Narayan
Udit Narayan Lyrics more
Udit Narayan Featuring Lyrics more
Udit Narayan Also Performed Pyrics more
Excellent Songs recommendation
Popular Songs
Artists
Songs