ଶେଫାଳି [Sefali] [English translation]

Songs   2025-12-06 11:46:03

ଶେଫାଳି [Sefali] [English translation]

ତୋ ଗଳିର ସେ ପାଖେ ଶେଫାଳି ଫୁଟିଲେ, ମୋ ଗଳିରେ ଆସି ବାସେ

ଅଳସି ପ୍ରିୟା ମୋ ଅଳସ ଭାଙ୍ଗିଲେ, ମୋ ପୃଥିବୀ ଟିକେ ଝଲସି ଉଠେ

ତୋ ଗଳିର ସେ ପାଖେ ଶେଫାଳି ଫୁଟିଲେ, ମୋ ଗଳିରେ ଆସି ବାସେ

ଅଳସି ପ୍ରିୟା ମୋ ଅଳସ ଭାଙ୍ଗିଲେ, ମୋ ପୃଥିବୀ ଟିକେ ଝଲସି ଉଠେ

ଲାଜରେ ଆଖି ନୁଆଁଇ, ଧୀରେ ଧୀରେ ଚାଲେ ଖାଲି

ଦୁନିଆ ଗଲେ ରେ ଯାଉ, ଟିକିଏ ଇର୍ଷାରେ ଜଳି

ତୁ ପାଖେ ଥିଲେ ମୋର ମନ କିଛି ତ ଚାହେଁନା

....

ରଙ୍ଗ ଏତେ କାଇଁ ଢ଼ାଳିଲୁ, ମୁଁ ସେ ରଙ୍ଗରେ ଆଜି ତ ଓଦା

ଯେତେ ପ୍ରେମ କଲି କାହିଁକି, ସବୁ ଲାଗେ ରେ ଆଜି ଅଧା ଅଧା

ରଙ୍ଗ ଏତେ କାଇଁ ଢ଼ାଲିଲୁ, ମୁଁ ସେ ରଙ୍ଗରେ ଆଜି ତ ଓଦା

ଯେତେ ପ୍ରେମ କଲି କାହିଁକି, ସବୁ ଲାଗେ ରେ ଆଜି ଅଧା ଅଧା

ହରିଣୀ ଚାହାଣୀ ତୋର, ନିଦକୁ କରିଛି ଚୋରି

ଲାଗୁଛି ଏମିତି କାଇଁ ପ୍ରେମରେ ଯିବି ମୁଁ ମରି

ତୁ ପାଖେ ଥିଲେ ମୋର ମନ କିଛି ତ ବୁଝେନା

....

ଭଲ ଏତେ କାଇଁ ପାଇଲୁ, ମୁଁ ଘୁରି ବୁଲେ ତୋ ଘର ପାଖେ

ସଜ ଏତେ କାଇଁ ହଉ ରେ, ତୋତେ ଦେଖିବାକୁ ଏ ଆଖି ଥକେ

ଭଲ ଏତେ କାଇଁ ପାଇଲୁ, ମୁଁ ଘୁରି ବୁଲେ ତୋ ଘର ପାଖେ

ସଜ ଏତେ କାଇଁ ହଉ ରେ, ତୋତେ ଦେଖିବାକୁ ଏ ଆଖି ଥକେ

ଦୁଆର ସେ ପାଖେ ରହି, ଯିବି ତ ଟିକିଏ ଝରି

ଏମିତି କାହିଁକି ଲାଗେ , ସବୁ କିଛି ଯାଇପାରେ

ତୁ ପାଖେ ଥିଲେ ମୋର ମନ କିଛି ତ ମାଗେନା

....

Kuldeep Pattanayak more
  • country:India
  • Languages:Odia
  • Genre:
  • Official site:
  • Wiki:
Kuldeep Pattanayak Lyrics more
Kuldeep Pattanayak Featuring Lyrics more
Excellent Songs recommendation
Popular Songs
Artists
Songs