ଶ୍ୟାମକୁ ଜୁହାର ତାର ପ୍ରେମକୁ ଜୁହାର [ShyamaKu Juhara Tara Premaku] [Transliteration]
ଶ୍ୟାମକୁ ଜୁହାର ତାର ପ୍ରେମକୁ ଜୁହାର [ShyamaKu Juhara Tara Premaku] [Transliteration]
ଶ୍ୟାମକୁ ଜୁହାର ତାର ପ୍ରେମକୁ ଜୁହାର
ଶ୍ୟାମକୁ ଜୁହାର ତାର ପ୍ରେମକୁ ଜୁହାର
ସେ କରୁ ଗୋ ସେ ପୀରତି
ସେ କରୁ ଗୋ ସେ ପୀରତି
ତା ଦେହ ଲୁହାର
ଶ୍ୟାମକୁ ଜୁହାର ତାର ପ୍ରେମକୁ ଜୁହାର
ଶୁଣିଛି ପ୍ରସଙ୍ଗରେ ଚନ୍ଦ୍ରାବଳୀର ସଙ୍ଗରେ
ଶୁଣିଛି ପ୍ରସଙ୍ଗରେ ଚନ୍ଦ୍ରାବଳୀର ସଙ୍ଗରେ
ଶୁଣିଛି ପ୍ରସଙ୍ଗରେ ଚନ୍ଦ୍ରାବଳୀର ସଙ୍ଗରେ
ନାଗରା ବାଜୁଛି, ବ୍ରଜ ନାଗରା ବାଜୁଛି
ବ୍ରଜ ରାତରେ ଯାହାର
ଶ୍ୟାମକୁ ଜୁହାର ତାର ପ୍ରେମକୁ ଜୁହାର, ଶ୍ୟାମକୁ ଜୁହାର
ମଥୁରାକୁ ଦଧି ବିକି, ପଥେ ଗଲା ଗୁଆଳିକି
ମଥୁରାକୁ ଦଧି ବିକି, ପଥେ ଗଲା ଗୁଆଳିକି
ମଥୁରାକୁ ଦଧି ବିକି, ମଥୁରାକୁ ଦଧି ବିକି
ପଥେ ଗଲା ଗୁଆଳିକି
ଶେଯେ ଶୁଆଉଛି ସେ ଗୋବର୍ଦ୍ଧନ ଗୁହାର
ଶ୍ୟାମକୁ ଜୁହାର ତାର ପ୍ରେମକୁ ଜୁହାର, ଶ୍ୟାମକୁ ଜୁହାର
ପଡ଼ିଲେ ତା ଆଗରେ
ପଡ଼ିଲେ ତା ଆଗରେ , ବୁଡ଼ିବି ଦୁଃଖ ସାଗରେ
ପଡ଼ିଲେ ତା ଆଗରେ, ବୁଡ଼ିବି ଦୁଃଖ ସାଗରେ
ପଡ଼ିଲେ ତା ଆଗରେ, ବୁଡ଼ିବି ଦୁଃଖ ସାଗରେ
ପ୍ରାଣ ଧରି ଚାହିଁବି ମୁଁ
ପ୍ରାଣ ଧରି ଚାହିଁବି ମୁଁ ମୁଖକୁ କାହାର
ଶ୍ୟାମକୁ ଜୁହାର ତାର ପ୍ରେମକୁ ଜୁହାର , ଶ୍ୟାମକୁ ଜୁହାର
ସେ କରୁ ଗୋ ସେ ପୀରତି
ସେ କରୁ ଗୋ ସେ ପୀରତି , ତା ଦେହ ଲୁହାର
ଶ୍ୟାମକୁ ଜୁହାର ତାର ପ୍ରେମକୁ ଜୁହାର , ଶ୍ୟାମକୁ ଜୁହାର
- Artist:Shyamamani Pattanaik