ତୋତେ ପାଇ [Tate Pai] [Transliteration]

Songs   2025-03-21 07:48:57

ତୋତେ ପାଇ [Tate Pai] [Transliteration]

ଆଖି ମୋର ଅଟକିଗଲା, ପ୍ରେମ ବୋଧେ ସତେ କି ହେଲା

ଆଖି ମୋର ଅଟକିଗଲା, ପ୍ରେମ ବୋଧେ ସତେ କି ହେଲା

ତୋ ପାଖେ ଜୀବନ ଲାଗେ ଆଜି ରେ ପୂରଣ

ଆଉକିଛି କାହିଁ ଚାହିଁବି ମୁଁ

ତୋତେ ପାଇ ସବୁକିଛି ପାଇଛି ମୁଁ

ଲାଗେ ପୁରା ପୃଥିବୀ ଜିତି ଯାଇଛି ମୁଁ

ତୋତେ ପାଇ ସବୁକିଛି ପାଇଛି ମୁଁ

ଲାଗେ ପୁରା ପୃଥିବୀ ଜିତି ଯାଇଛି ମୁଁ

ତୋ ଠିକଣା ମୁଁ ଖୋଜେ ରେ ଯେବେ ବି ଟିକେ ଆଜି

ହୃଦୟ କୋଣ ବଗିଚାରେ

ତୋ ରୂପର ଦାଗ ପାଏ ଖୋଜି

ଜାଣେନା କାହିଁକି ରେ

ତୋ ପାଇଁ ଆଜି ମୋ ହାତରେ ଲକ୍ଷେ ଫୁଲର ଫଗୁଣ

ତୋ ବିନା କିଛି ଜାଣେନା ମୁଁ

ତୋତେ ପାଇ ସବୁକିଛି ପାଇଛି ମୁଁ

ଲାଗେ ପୁରା ପୃଥିବୀ ଜିତି ଯାଇଛି ମୁଁ

ତୋତେ ପାଇ ସବୁକିଛି ପାଇଛି ମୁଁ

ଲାଗେ ପୁରା ପୃଥିବୀ ଜିତି ଯାଇଛି ମୁଁ

ତୋ ପାଉଣା ମୁଁ କେମିତି ଦେବି ରେ କହ ଆଣି

ପ୍ରେମ ବଦଳେ ଯେତେ ଦେଲେ ନିଅଣ୍ଟ ପଡୁଚି ଟିକେ ପୁଣି

ଜାଣେନା କାହିଁକି

ତୋ ପାଖେ ମୋ ସପନ, ଲାଗେ ଆଜି ରେ ପୂରଣ

ତୋ ବିନା କିଛି ବୁଝେନା ମୁଁ

ତୋତେ ପାଇ ସବୁକିଛି ପାଇଛି ମୁଁ

ଲାଗେ ପୁରା ପୃଥିବୀ ଜିତି ଯାଇଛି ମୁଁ

ତୋତେ ପାଇ ସବୁକିଛି ପାଇଛି ମୁଁ

ଲାଗେ ପୁରା ପୃଥିବୀ ଜିତି ଯାଇଛି ମୁଁ

Kuldeep Pattanayak more
  • country:India
  • Languages:Odia
  • Genre:
  • Official site:
  • Wiki:
Kuldeep Pattanayak Lyrics more
Kuldeep Pattanayak Featuring Lyrics more
Excellent Songs recommendation
Popular Songs
Artists
Songs