ତୋ ପ୍ରେମରେ ଥିଲା କେତେ ଛଳନା, ମୋ ଠାରୁ ଆଉ କିଏ ବେଶୀ ଜାଣିବ [To premare thila kete chalana, mo tharu aau kie besi janiba] lyrics

Songs   2024-10-04 19:05:38

ତୋ ପ୍ରେମରେ ଥିଲା କେତେ ଛଳନା, ମୋ ଠାରୁ ଆଉ କିଏ ବେଶୀ ଜାଣିବ [To premare thila kete chalana, mo tharu aau kie besi janiba] lyrics

ତୋ ପ୍ରେମରେ ଥିଲା କେତେ ଛଳନା, ମୋ ଠାରୁ ଆଉ କିଏ ବେଶୀ ଜାଣିବ

ତୋ କଥାରେ ଥିଲା କେତେ ବାହାନା,ମୋ ଠାରୁ ଆଉ କିଏ ବେଶୀ ଜାଣିବ

ସେଇ କଥା ଆଜି କହିଦେବି ଯଦି,ସେଇ କଥା ଆଜି କହିଦେବି ଯଦି

ମୋ ପ୍ରେମରେ କଳଙ୍କ ଲାଗିବ

ମୋ ଠାରୁ ଆଉ କିଏ ବେଶୀ ଜାଣିବ

ମୋ ଭିତରେ ମୁଁ ଆଉ ନାହିଁ, ଯେବେଠୁଁ ତୋତେ ଭଲପାଇଛି

ତୁ ଭୁଲିଲୁ, ମୁଁ ଭୁଲିନାହିଁ, ମୋ ଭଲପାଇବା ସେମିତି ଅଛି

ତୋ ହସରେ ଥିଲା ବିଷ ଝରଣା,ମୋ ଠାରୁ ଆଉ କିଏ ବେଶୀ ଜାଣିବ

ତୋ ଲୁହରେ ଥିଲା ମିଛ କାନ୍ଦଣା,ମୋ ଠାରୁ ଆଉ କିଏ ବେଶୀ ଜାଣିବ

ସେଇ କଥା ଆଜି କହିଦେବି ଯଦି,ସେଇ କଥା ଆଜି କହିଦେବି ଯଦି

ମୋ ପ୍ରେମରେ କଳଙ୍କ ଲାଗିବ

ତୋ ପ୍ରେମରେ ଥିଲା କେତେ ଛଳନା, ମୋ ଠାରୁ ଆଉ କିଏ ବେଶୀ ଜାଣିବ

ମୋ ଠାରୁ ଆଉ କିଏ ବେଶୀ ଜାଣିବ

ମୁଁ ଜାଣିଛି ,ତୁ ଗଲାପରେ,ଦୁଃଖରେ ତୋର ଦିନ ସରିବ

ତୋ ଉପରେ ମୋ ପ୍ରେମ ଅଛି,ଖୁସିରେ ତୋର ରାତି ବିତିବ

ମରୀଚିକା ଥିଲା ତୋ ଆଖିରେ, ମୋ ଠାରୁ ଆଉ କିଏ ବେଶୀ ଜାଣିବ

ଅଭିନୟ ଥିଲା ତୋ ଓଠରେ,ମୋ ଠାରୁ ଆଉ କିଏ ବେଶୀ ଜାଣିବ

ସେଇ କଥା ଆଜି କହିଦେବି ଯଦି,ସେଇ କଥା ଆଜି କହିଦେବି ଯଦି

ମୋ ପ୍ରେମରେ କଳଙ୍କ ଲାଗିବ

ତୋ ପ୍ରେମରେ ଥିଲା କେତେ ଛଳନା, ମୋ ଠାରୁ ଆଉ କିଏ ବେଶୀ ଜାଣିବ

ତୋ କଥାରେ ଥିଲା କେତେ ବାହାନା,ମୋ ଠାରୁ ଆଉ କିଏ ବେଶୀ ଜାଣିବ

ସେଇ କଥା ଆଜି କହିଦେବି ଯଦି,ସେଇ କଥା ଆଜି କହିଦେବି ଯଦି

ମୋ ପ୍ରେମରେ କଳଙ୍କ ଲାଗିବ

Udit Narayan more
  • country:Nepal
  • Languages:Hindi, Odia, Malayalam, Kannada
  • Genre:
  • Official site:
  • Wiki:http://en.wikipedia.org/wiki/Udit_Narayan
Udit Narayan Lyrics more
Udit Narayan Featuring Lyrics more
Udit Narayan Also Performed Pyrics more
Excellent Songs recommendation
Popular Songs
Artists
Songs