ତୋରେ ଶରଣ ଗଲି ରେ ମୁରଲୀ [Tore Sarana Gali re Murali] [Transliteration]

Songs   2024-07-04 13:39:52

ତୋରେ ଶରଣ ଗଲି ରେ ମୁରଲୀ [Tore Sarana Gali re Murali] [Transliteration]

ମୁରଲୀ । ତୋରେ ଶରଣ ଗଲି ରେ ମୁରଲୀ ।

ଦିନେ ନ ଡାକିବୁ ରାଧିକା ବୋଲି ରେ । ଘୋଷା ।

ସେ ନନ୍ଦସୁତ ମୁଁ ରାଜକୁମାରୀ

ବଂଶୀ ଦେଲୁ ସିନା ପରତେ କରି ରେ । ୧ । (ଏହି ଗୀତରେ ଅନୁପସ୍ଥିତ)

ଲୁଚି ଲୁଚି ଯାଏ ସଖୀ ସଙ୍ଗତେ

କି ଘେନି ଚିହ୍ନିଲୁ ମୁରଲୀ ମୋତେ ରେ । ୨ । (ଏହି ଗୀତରେ ଅନୁପସ୍ଥିତ)

ଜାତି ତୋର କଣ୍ଟାବାଉଁଶ ଖଣ୍ଡ

ଧ୍ୱନି ସଙ୍ଗେ ଥାଇ ପଞ୍ଚମ କାଣ୍ଡ ରେ । ୩ । (ଏହି ଗୀତରେ ଅନୁପସ୍ଥିତ)

କୃଷ୍ଣ ହସ୍ତୁ ବଂଶୀ କେ ଦ୍ୟନ୍ତା ମୋତେ

ଭସାଇ ଦିଅନ୍ତି ଯମୁନା ସ୍ରୋତେ ରେ । ୪ ।

ମୁରଲୀ ରେ ତୋର ଏଡ଼େ ବଡ଼ାଇ

ପତିବ୍ରତା ପଣ ଦେଲୁ ଛଡ଼ାଇ ରେ । ୫ ।

ବନମାଳୀ ବୋଲେ ଯୋଡ଼ିଣ କର

ଆଉଦିନେ ମୋର ନାମ ନ ଧର । ୬ ।

Shyamamani Pattanaik more
  • country:India
  • Languages:Odia
  • Genre:Religious
  • Official site:
  • Wiki:
Shyamamani Pattanaik Lyrics more
Shyamamani Pattanaik Also Performed Pyrics more
Excellent Songs recommendation
Popular Songs
Artists
Songs