ତୁ କେମିତି ମଣିଷ [Tu kemiti Manisha] [Transliteration]

Songs   2024-10-04 19:03:47

ତୁ କେମିତି ମଣିଷ [Tu kemiti Manisha] [Transliteration]

ଭାବିଥିଲି ଦେଖିବି ମୁଁ, ତୋ ବଧୂବେଶ

ଭାବିଥିଲି ଦେଖିବି ମୁଁ, ତୋ ବଧୂବେଶ

କାହା କାଇଁ କରିଦେଲୁ, ତୁ ମୋତେ ଶେଷ

ବିଶ୍ୱାସରେ ଭରିଦେଲୁ ତୁ ମୋର ବିଷ

ତୁ କେମିତି ମଣିଷ, ତୁ କେମିତି ମଣିଷ ,ତୁ କେମିତି ମଣିଷ

ବେଶୀ ଭଲ ତୋତେ ପାଉଥିଲି ,ଜୀବନଠୁ ଗଲୁ ଦୂରେଇ

ଆଖିରେ ଲୁଚେଇ, ରଖିଥିଲି ବୋଲି, ସପନ ମୋ ଦେଲୁ ତୁ ଭାଙ୍ଗି

ଭାବିଥିଲି ଚାଲିବି ମୁଁ ତୋ ସାଥେ ବାଟ

କାହା କାଇଁ ଚାଲିଗଲୁ ଛାଡ଼ି ମୋର ହାତ

ମୋ ବାଟରେ କଣ୍ଟା ଦେଲୁ, ତୋ ବାଟେ ଫୁଲ

ତୁ କେମିତି ମଣିଷ, ତୁ କେମିତି ମଣିଷ ,ତୁ କେମିତି ମଣିଷ

ତୁ କେମିତି ମଣିଷ, ତୁ କେମିତି ମଣିଷ ,ତୁ କେମିତି ମଣିଷ

ଆସିଲୁ ତୁ କାଇଁ କିଛିଦିନ ପାଇଁ, ମିଛ ଭଲପାଇବା ପାଇଁ

ହୃଦୟ ଭାଷାକୁ ପାରିଲୁନି ବୁଝି, କୋଉ ରାଗ ଦେଲୁ ଶୁଝେଇ

ଭାବିଥିଲି ବଞ୍ଚିବି ମୁଁ ତୋ ସାଥେ ଧନ

କାହା ପାଇଁ ନେଇଗଲୁ ତୁ ମୋ ଜୀବନ

ମୋ ଜୀବନେ ଦୁଃଖ ଦେଲୁ, ନେଇ ମୋର ସୁଖ

ତୁ କେମିତି ମଣିଷ, ତୁ କେମିତି ମଣିଷ ,ତୁ କେମିତି ମଣିଷ

ତୁ କେମିତି ମଣିଷ, ତୁ କେମିତି ମଣିଷ ,ତୁ କେମିତି ମଣିଷ

Humane Sagar more
  • country:India
  • Languages:Odia
  • Genre:Pop, Soundtrack
  • Official site:
  • Wiki:https://en.m.wikipedia.org/wiki/Humane_Sagar
Humane Sagar Lyrics more
Humane Sagar Featuring Lyrics more
Excellent Songs recommendation
Popular Songs
Artists
Songs