ତୁମ ଓଦା ଆଖି [Tuma oda akhi]

Songs   2024-07-05 19:22:28

ତୁମ ଓଦା ଆଖି [Tuma oda akhi]

ତୁମ ଓଦା ଆଖି ମୋରି ଦେହରେ

ଭରି ଦେଇଯାଏ ଶ୍ରାବଣ ବର୍ଷାରେ

ତୁମ ଓଦା ଆଖି ମୋରି ଦେହରେ

ଭରି ଦେଇଯାଏ ଶ୍ରାବଣ ବର୍ଷାରେ

କହୁଥାଏ ରହିବାକୁ, ଚାହେନାହିଁ ବୁଝିବାକୁ

ତୁମେ ଗଲା ପରେ ପରେ

ତୁମ ଓଦା ଆଖି ମୋରି ଦେହରେ

ଭରି ଦେଇଯାଏ ଶ୍ରବଣ ବର୍ଷାରେ

କେବେ ଆସି ଅବେଳାରେ ଛୁଇଁଦେଇ ଯାଅନା ଟିକେ

କେବେ ଆସି ଅବେଳାରେ ଛୁଇଁଦେଇ ଯାଅନା ଟିକେ

ଭୁଲିଯିବି ସବୁକିଛି ପାଇଗଲେ ପୁଣି କେବେ

ରାଗମିଶା ଅଭିମାନ ସବୁ ସରିଯିବ ହସିଦେଲେ ତୁମେ

ନୂଆ ପୁଣି ହେଇଯିବ ପ୍ରେମ ଲାଗିଯିବ ପ୍ରେମରଙ୍ଗ ଯେବେ

ମୋରି ବାଟ ସାରା ତୁ ମୋ ସ୍ମୃତିରେ ଚାଲିଯିବି ପୁଣି ସେଇ ରାସ୍ତାରେ

କହୁଥିବ ହସି ହସି, ଚାହୁଁଥିବି ବେଶୀ ବେଶୀ

ମଜା ଲାଗେ ସେ ଇଶାରାରେ

ତୁମ ଓଦା ଆଖି ମୋରି ଦେହରେ

ଭରି ଦେଇଯାଏ ଶ୍ରାବଣ ବର୍ଷାରେ

ଅକାରଣେ ଯଦି କେବେ କହିଦେବି ମୁଁ ରାଗି କିଛି

ଅକାରଣେ ଯଦି କେବେ କହିଦେବି ମୁଁ ରାଗି କିଛି

ଭାବିନେବ ମୁଁ ତୁମର ସବୁ ଦିନ ପାଇଁ ସବୁ କିଛି

ତୁମେ ମୋର ମୁଁ ତୁମର, ଯେମିତି ସନ୍ଧ୍ୟା ରାତିର

ରାତି ପାହିଗଲେ ଆସିଯିବ ତୁମେ ପୁଣି ନୂଆ ଗୋଟେ ସକାଳେ

Kuldeep Pattanayak more
  • country:India
  • Languages:Odia
  • Genre:
  • Official site:
  • Wiki:
Kuldeep Pattanayak Lyrics more
Kuldeep Pattanayak Featuring Lyrics more
Excellent Songs recommendation
Popular Songs
Artists
Songs