ଶ୍ୟାମକୁ ଜୁହାର ତାର ପ୍ରେମକୁ ଜୁହାର [ShyamaKu Juhara Tara Premaku] lyrics

Songs   2024-07-07 08:01:29

ଶ୍ୟାମକୁ ଜୁହାର ତାର ପ୍ରେମକୁ ଜୁହାର [ShyamaKu Juhara Tara Premaku] lyrics

ଶ୍ୟାମକୁ ଜୁହାର ତାର ପ୍ରେମକୁ ଜୁହାର

ଶ୍ୟାମକୁ ଜୁହାର ତାର ପ୍ରେମକୁ ଜୁହାର

ସେ କରୁ ଗୋ ସେ ପୀରତି

ସେ କରୁ ଗୋ ସେ ପୀରତି

ତା ଦେହ ଲୁହାର

ଶ୍ୟାମକୁ ଜୁହାର ତାର ପ୍ରେମକୁ ଜୁହାର

ଶୁଣିଛି ପ୍ରସଙ୍ଗରେ ଚନ୍ଦ୍ରାବଳୀର ସଙ୍ଗରେ

ଶୁଣିଛି ପ୍ରସଙ୍ଗରେ ଚନ୍ଦ୍ରାବଳୀର ସଙ୍ଗରେ

ଶୁଣିଛି ପ୍ରସଙ୍ଗରେ ଚନ୍ଦ୍ରାବଳୀର ସଙ୍ଗରେ

ନାଗରା ବାଜୁଛି, ବ୍ରଜ ନାଗରା ବାଜୁଛି

ବ୍ରଜ ରାତରେ ଯାହାର

ଶ୍ୟାମକୁ ଜୁହାର ତାର ପ୍ରେମକୁ ଜୁହାର, ଶ୍ୟାମକୁ ଜୁହାର

ମଥୁରାକୁ ଦଧି ବିକି, ପଥେ ଗଲା ଗୁଆଳିକି

ମଥୁରାକୁ ଦଧି ବିକି, ପଥେ ଗଲା ଗୁଆଳିକି

ମଥୁରାକୁ ଦଧି ବିକି, ମଥୁରାକୁ ଦଧି ବିକି

ପଥେ ଗଲା ଗୁଆଳିକି

ଶେଯେ ଶୁଆଉଛି ସେ ଗୋବର୍ଦ୍ଧନ ଗୁହାର

ଶ୍ୟାମକୁ ଜୁହାର ତାର ପ୍ରେମକୁ ଜୁହାର, ଶ୍ୟାମକୁ ଜୁହାର

ପଡ଼ିଲେ ତା ଆଗରେ

ପଡ଼ିଲେ ତା ଆଗରେ , ବୁଡ଼ିବି ଦୁଃଖ ସାଗରେ

ପଡ଼ିଲେ ତା ଆଗରେ, ବୁଡ଼ିବି ଦୁଃଖ ସାଗରେ

ପଡ଼ିଲେ ତା ଆଗରେ, ବୁଡ଼ିବି ଦୁଃଖ ସାଗରେ

ପ୍ରାଣ ଧରି ଚାହିଁବି ମୁଁ

ପ୍ରାଣ ଧରି ଚାହିଁବି ମୁଁ ମୁଖକୁ କାହାର

ଶ୍ୟାମକୁ ଜୁହାର ତାର ପ୍ରେମକୁ ଜୁହାର , ଶ୍ୟାମକୁ ଜୁହାର

ସେ କରୁ ଗୋ ସେ ପୀରତି

ସେ କରୁ ଗୋ ସେ ପୀରତି , ତା ଦେହ ଲୁହାର

ଶ୍ୟାମକୁ ଜୁହାର ତାର ପ୍ରେମକୁ ଜୁହାର , ଶ୍ୟାମକୁ ଜୁହାର

Shyamamani Pattanaik more
  • country:India
  • Languages:Odia
  • Genre:Religious
  • Official site:
  • Wiki:
Shyamamani Pattanaik Lyrics more
Shyamamani Pattanaik Also Performed Pyrics more
Excellent Songs recommendation
Popular Songs
Artists
Songs